ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ପବିତ୍ର ଅବସରରେ ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ 'ସିଂହନାଦ' ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ ଓ ଅଶେଷ ଶୁଭକାମନା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନରୁ ଦୁଃଖ, ଦୁର୍ଦ୍ଦଶା ଓ ନିରାଶାକୁ ଦୂର କରି ସୁଖ, ଶାନ୍ତି, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସଫଳତାରେ ପ୍ରତ୍ୟେକ ପରିବାରକୁ ପରିପୂର୍ଣ୍ଣ କରୁ। ମହାପ୍ରଭୁଙ୍କ ରଥଚକ ସହିତ ପ୍ରତ୍ୟେକ ହୃଦୟରେ ଭକ୍ତି, ପ୍ରେମ, ଏକତା ଓ ମାନବିକତାର ବିଜୟ ହେଉ।
"ରଥ ଗଡ଼ୁଥାଉ… ଭକ୍ତି ବଢ଼ୁଥାଉ…
ମହାପ୍ରଭୁଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ସଦା ସର୍ବଦା ବର୍ଷିତ ହେଉ।"
🙏 ଜୟ ଜଗନ୍ନାଥ 🙏
— ସିଂହନାଦ ପରିବାର
Thanks for reading: 🌼 ଆସିଛି କାଳିଆର ମହାପର୍ବ… ଗଡ଼ିଛି ଭକ୍ତିର ରଥ… 🌼, Sorry, my English is bad:)

