ବଲାଙ୍ଗିର, ୨୬ ଜୁନ୍: ବଲାଙ୍ଗିର ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ଗୁ ବଲାଙ୍ଗିର, ୨୬ ଜୁନ୍: ବଲାଙ୍ଗିର ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୮ଟି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶିଖା ଏତେ ଭୟାବହ ଥିଲା ଯେ, ଦେଖିଦେଖି ନିଆଁ ସମଗ୍ର କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଙ୍ଗିର, ୨୬ ଜୁନ୍: ବଲାଙ୍ଗିର ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୮ଟି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶିଖା ଏତେ ଭୟାବହ ଥିଲା ଯେ, ଦେଖିଦେଖି ନିଆଁ ସମଗ୍ର କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୮ଟି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶିଖା ଏତେ ଭୟାବହ ଥିଲା ଯେ, ଦେଖିଦେଖି ନିଆଁ ସମଗ୍ର କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଙ୍ଗିର, ୨୬ ଜୁନ୍: ବଲାଙ୍ଗିର ସହରର ଏକ ମାର୍କେଟ କମ୍ପ୍ଲେକ୍ସରେ ଗୁରୁବାର ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୮ଟି ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶିଖା ଏତେ ଭୟାବହ ଥିଲା ଯେ, ଦେଖିଦେଖି ନିଆଁ ସମଗ୍ର କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା।
ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ପ୍ରାଥମିକ ଆକଳନ ଅନୁସାରେ, ଏକ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି କ୍ଷତି ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତଦନ୍ତ ଜାରି ରହିଛି।
Thanks for reading: ବଲାଙ୍ଗିର ମାର୍କେଟ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ୮ଟି ଦୋକାନ ପୋଡ଼ି ପାଉଁଶ, Sorry, my English is bad:)

