କୋଟା (ରାଜସ୍ଥାନ), ୨୬ ଜୁନ୍: ରାଜସ୍ଥାନର କୋଟା ଜିଲ୍ଲାରେ ମନ୍ଦିର ଜମି ବିବାଦକୁ କେନ୍ଦ୍ର କରି ଜଣେ ପୁଜାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମନ୍ଦିର ଜମିକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଥିଲା। ସେହି ବିବାଦ ହିଁ ହତ୍ୟାର ପ୍ରମୁଖ କାରଣ ହୋଇଥିବା ସନ୍ଦେହ କରୁଛି ପୋଲିସ। ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି।
Thanks for reading: ମନ୍ଦିର ଜମି ବିବାଦର ରକ୍ତାକ୍ତ ପରିଣତି! ପୁଜାରୀଙ୍କୁ ନିର୍ମମ ହତ୍ୟା, ଦେଶବ୍ୟାପୀ ଚର୍ଚ୍ଚା, Sorry, my English is bad:)

