ଦାରା ସିଂହଙ୍କ ମୁକ୍ତି ଆବେଦନ ଖାରଜ, ସୁପ୍ରିମକୋର୍ଟରେ ଜଣାଇଲେ ଓଡ଼ିଶା ସରକାର ଶୀର୍ଷକରେ ପ୍ରକାଶିତ ଖବରରେ ଦାରା ସିଂହଙ୍କ ଫଟୋ ସ୍ଥାନରେ ଭୁଲବଶତଃ ଅନ୍ୟ ଜଣେ ଦାରା ସିଂହଙ୍କ ଫଟୋ ମୁଦ୍ରିତ ହୋଇଯାଇଥିଲା।
ଏହା ସମ୍ପୂର୍ଣ୍ଣ ଭାବେ ଏକ ମୁଦ୍ରଣଜନିତ ତ୍ରୁଟି। ଏଥିପାଇଁ ଆମେ ଆମର ପାଠକ, ସମ୍ପୃକ୍ତ ବ୍ୟକ୍ତି ଓ ପରିବାରବର୍ଗଙ୍କ ନିକଟରେ ଆନ୍ତରିକ ଭାବେ ଦୁଃଖିତ।
ଏହି ତ୍ରୁଟି ଆମର ଅଜାଣତରେ ହୋଇଛି। ଭବିଷ୍ୟତରେ ଏପରି ତ୍ରୁଟି ନହେବା ପାଇଁ ଫଟୋ ଓ ତଥ୍ୟ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ସତର୍କତାର ସହିତ ପାଳନ କରାଯିବ।
— ସମ୍ପାଦକ
ସିଂହନାଦ (SIMHANAAD)
ସ୍ୱାଧୀନ ସାମ୍ବାଦିକତା • ବିଶ୍ୱସନୀୟ ସମ୍ବାଦ • ଜନସ୍ୱାର୍ଥ
Thanks for reading: ପ୍ରିଣ୍ଟ ତ୍ରୁଟି ପାଇଁ ଦୁଃଖିତ, Sorry, my English is bad:)
