ପବିତ୍ର ରକ୍ଷାବନ୍ଧନ ଅବସରରେ ସମଗ୍ର ଓଡ଼ିଶାବାସୀ, ବିଶେଷକରି ସମସ୍ତ ଭାଇ-ଭଉଣୀଙ୍କୁ ସିଂହନାଦ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ରାକ୍ଷୀ ହାତରେ ବନ୍ଧା ଏକ ସୂତା ମାତ୍ର ନୁହେଁ—ଏହା ଭରସା, ସମ୍ମାନ, ଦାୟିତ୍ୱ ଓ ସୁରକ୍ଷାର ପ୍ରତୀକ। ଭଉଣୀର ସମ୍ମାନ ରକ୍ଷା କରିବା କେବଳ ଭାଇର କର୍ତ୍ତବ୍ୟ ନୁହେଁ; ପ୍ରତ୍ୟେକ ନାରୀଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକ ମଣିଷ ଦାୟୀ।
ରାକ୍ଷୀ ବାନ୍ଧି ଫଟୋ ଉଠାଇବା ନୁହେଁ, ଜୀବନ ସାରା ସମ୍ପର୍କର ମର୍ଯ୍ୟାଦା ରଖିବା ହିଁ ପ୍ରକୃତ ରକ୍ଷାବନ୍ଧନ।
ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ମନରେ ସ୍ନେହ, ସମ୍ମାନ, ମାନବିକତା ଓ ଭାଇଚାରାକୁ ଆହୁରି ଦୃଢ଼ କରୁ।
ସମସ୍ତଙ୍କୁ ଶୁଭ ରକ୍ଷାବନ୍ଧନ।
— ସିଂହନାଦ ପରିବାର
SIMHANAAD
Thanks for reading: ରାକ୍ଷୀ କେବଳ ସୂତା ନୁହେଁ, ଏହା ସମ୍ପର୍କର ଶକ୍ତି, Sorry, my English is bad:)

