ରାୟଗଡ଼ା, ୧୯ ଜୁନ: ରାୟଗଡ଼ା ଜିଲ୍ଲାରେ ଶିଶୁ ଚୋର ସନ୍ଦେହକୁ କେନ୍ଦ୍ର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପ୍ରାଥମିକ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଘଟଣାର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତ ଜୋରଦାର କରିଛି। କରି ଘଟିଥିବା ଏକ ଅମାନବୀୟ ଘଟଣା ସମଗ୍ର ରାଜ୍ୟରେ ଚ ଏହି ଘଟଣାକୁ ନେଇ ବିଭିନ୍ନ ମହଳରେ ନିନ୍ଦା ପ୍ରକାଶ ପାଇଛି। କୌଣସି ଗୁଜବ କିମ୍ବା ସନ୍ଦେହକୁ ଆଧାର କରି ଆଇନକୁ ହାତକୁ ନ ନେବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି। ର୍ଚ୍ଚାର ବିଷୟ ପାଲଟିଛି। ଜଣେ ଯୁବତୀ ଓ ତାଙ୍କ ସହଯୋଗୀଙ୍କୁ ଶିଶୁ ଚୋର ବୋଲି ସନ୍ଦେହ କରି ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପ୍ରାଥମିକ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଘଟଣାର ପ୍ରକୃତ କାରଣ ଖୋଜିବାକୁ ପୁଲିସ ତଦନ୍ତ ଜୋରଦାର କରିଛି।
ଏହି ଘଟଣାକୁ ନେଇ ବିଭିନ୍ନ ମହଳରେ ନିନ୍ଦା ପ୍ରକାଶ ପାଇଛି। କୌଣସି ଗୁଜବ କିମ୍ବା ସନ୍ଦେହକୁ ଆଧାର କରି ଆଇନକୁ ହାତକୁ ନ ନେବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।
— ସିଂହନାଦ ନ୍ୟୁଜ୍
Thanks for reading: ଶିଶୁ ଚୋର ସନ୍ଦେହରେ ଅମାନବୀୟ କାଣ୍ଡ, ୧୬ ଜଣ ଗିରଫ, Sorry, my English is bad:)
