ଭବା ସୂ ଭବା ସୂ ଭବା ସୂ ଭବା ସୂଚନା ଅନୁଯାୟୀ, ଅସୁସ୍ଥ ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ହେଲେ ରକ୍ତଭଣ୍ଡାର ବନ୍ଦ ଥିବାରୁ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ାଦୌଡ଼ି କରିଥିଲେ। କିନ୍ତୁ ସମୟ ମଧ୍ୟରେ ରକ୍ତ ମିଳିନଥିବାରୁ ଶିଶୁଟିର ଜୀବନ ବଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ନୀପାଟଣା, ୨୧ ଜୁନ: କଳାହାଣ୍ଡି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ବନ୍ଦ ଥିବାରୁ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚନା ଅନୁଯାୟୀ, ଅସୁସ୍ଥ ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ହେଲେ ରକ୍ତଭଣ୍ଡାର ବନ୍ଦ ଥିବାରୁ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ାଦୌଡ଼ି କରିଥିଲେ। କିନ୍ତୁ ସମୟ ମଧ୍ୟରେ ରକ୍ତ ମିଳିନଥିବାରୁ ଶିଶୁଟିର ଜୀବନ ବଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ନୀପାଟଣା, ୨୧ ଜୁନ: କଳାହାଣ୍ଡି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ବନ୍ଦ ଥିବାରୁ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚନା ଅନୁଯାୟୀ, ଅସୁସ୍ଥ ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ହେଲେ ରକ୍ତଭଣ୍ଡାର ବନ୍ଦ ଥିବାରୁ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ାଦୌଡ଼ି କରିଥିଲେ। କିନ୍ତୁ ସମୟ ମଧ୍ୟରେ ରକ୍ତ ମିଳିନଥିବାରୁ ଶିଶୁଟିର ଜୀବନ ବଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ନୀପାଟଣା, ୨୧ ଜୁନ: କଳାହାଣ୍ଡି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ବନ୍ଦ ଥିବାରୁ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚନା ଅନୁଯାୟୀ, ଅସୁସ୍ଥ ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ହେଲେ ରକ୍ତଭଣ୍ଡାର ବନ୍ଦ ଥିବାରୁ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ାଦୌଡ଼ି କରିଥିଲେ। କିନ୍ତୁ ସମୟ ମଧ୍ୟରେ ରକ୍ତ ମିଳିନଥିବାରୁ ଶିଶୁଟିର ଜୀବନ ବଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ନୀପାଟଣା, ୨୧ ଜୁନ: କଳାହାଣ୍ଡି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ବନ୍ଦ ଥିବାରୁ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ଅସୁସ୍ଥ ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ତୁରନ୍ତ ରକ୍ତର ଆବଶ୍ୟକତା ଥିଲା। ହେଲେ ରକ୍ତଭଣ୍ଡାର ବନ୍ଦ ଥିବାରୁ ପରିବାର ଲୋକେ ରକ୍ତ ଯୋଗାଡ଼ କରିବା ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ାଦୌଡ଼ି କରିଥିଲେ। କିନ୍ତୁ ସମୟ ମଧ୍ୟରେ ରକ୍ତ ମିଳିନଥିବାରୁ ଶିଶୁଟିର ଜୀବନ ବଞ୍ଚି ପାରିନଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଜରୁରୀ ସେବା ଭାବେ ପରିଚିତ ରକ୍ତଭଣ୍ଡାର ଯଦି ଦିନ ଦିନ ଧରି ବନ୍ଦ ରହିବ, ତେବେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା କିପରି ସୁନିଶ୍ଚିତ ହେବ ବୋଲି ବୁଦ୍ଧିଜୀବୀ ମହଳରେ ପ୍ରଶ୍ନ ଉଠିଛି।
ଘଟଣା ପରେ ରକ୍ତଭଣ୍ଡାର ବନ୍ଦ ରହିବାର କାରଣ ଓ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି। ସ୍ୱାସ୍ଥ୍ୟ ସେବାରେ ଏପରି ଅବହେଳା ଆଉ କେତେ ନିରୀହ ଜୀବନ ନେବ, ତାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଉଛି।
Thanks for reading: ରକ୍ତଭଣ୍ଡାରରେ ତାଲା, ଚାଲିଗଲା ଶିଶୁର ଜୀବନ!, Sorry, my English is bad:)

