ଦୁଇ ସପ୍ତାହ ବର୍ଷା ଅଭାବରୁ ଖରିଫ ଚାଷ ପଛୁଆ ହେଉଥିବା ବେଳେ ଏବେ ମୌସୁମୀର ପୁନରାଗମନ ଚାଷୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଧାନ ବୁଣା, ଜମି ପ୍ରସ୍ତୁତି ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ଏହା ଗତି ଆଣିବ ବୋଲି ଆଶା କରାଯାଉଛି। ଧରି ଲୁଚକାଳି ଖେଳୁଥିବା ମୌସୁମୀ ବର୍ଷା ଶେଷରେ ପୁଣି ସକ୍ରିୟ ହୋଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବର୍ଷା ଧୀରେ ଧୀରେ ଅଗ୍ରସର ହେଉଥିବାରୁ ଚାଷୀମାନଙ୍କ ମନରେ ନୂଆ ଆଶାର ସଞ୍ଚାର ହୋଇଛି।
ବର୍ଷା ଅଭାବରୁ ଖରିଫ ଚାଷ ପଛୁଆ ହେଉଥିବା ବେଳେ ଏବେ ମୌସୁମୀର ପୁନରାଗମନ ଚାଷୀଙ୍କ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଧାନ ବୁଣା, ଜମି ପ୍ରସ୍ତୁତି ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରେ ଏହା ଗତି ଆଣିବ ବୋଲି ଆଶା କରାଯାଉଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିପାରେ। ଏହା ଜଳସ୍ତର ବୃଦ୍ଧି ସହ କୃଷି କ୍ଷେତ୍ରକୁ ନୂଆ ଶକ୍ତି ଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବର୍ଷାର ବୁନ୍ଦା ସହ ଓଡ଼ିଶାର ଚାଷୀଙ୍କ ଆଖିରେ ଫେରିଛି ସୁନାର ଫସଲର ସ୍ୱପ୍ନ।
Thanks for reading: ଦୁଇ ସପ୍ତାହ ପରେ ଜାଗିଲା ମୌସୁମୀ! ଚାଷୀଙ୍କ ମୁହଁରେ ଫୁଟିଲା ହସ, Sorry, my English is bad:)


