କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପୁଝାରି ଗୁଡା ଗ୍ରାମ ର ରଘୁମଣି ପାତ୍ର ଗତକାଲି ରାତିରେ ସାଇକେଲ ରେ ଘର କୁ ଫେରୁଥିବା ବେଳେ ଗାଁ ନିକଟସ୍ଥ ନୂଆପଡା ରାସ୍ତାରେ ଭାଲୁ ହାବୁଡ଼ ର ଶିକାର ହୋଇଛନ୍ତି, ତବେ କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ନିଜକୁ ରକ୍ଷା କରି ଘର କୁ ଆସୁଥିବା ବେଳେ ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭାଲୁ ଆକ୍ରମଣ ରେ ଯୁବକ ଙ୍କ ଯୌନାଙ୍ଗ ରେ ଗଭୀର କ୍ଷତ ହୋଇଛି।ଯୁବକ ଙ୍କ ଚିକିତ୍ସା ଜାରି ରହିଛି।ତେବେ ଖବର ଦେବାପରେ ମଧ୍ୟ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନଥିବା ଦେଖିବାକୁ ମିଳିଛି।
Thanks for reading: ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର ।, Sorry, my English is bad:)

