ବିହାର ନିର୍ବାଚନ: ଆସନ ବୁଝାମଣା ଖୁବ୍‌ଶୀଘ୍ର!

 


ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ।  ବିଜେପି ଓ ଏହାର ସହଯୋଗୀ ଦଳମାନେ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆଧାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ଖୁବ୍‌ଶୀଘ୍ର ଆସନ ବୁଝାମଣା ହେବ। ବିହାରରେ ଏନ୍‌ଡିଏ  (ନେସନାଲ ଡିମୋକ୍ରାଟିକ ଆଲିଆନ୍ସ) ବିଜେପି, ନୀତୀଶ କୁମାରଙ୍କ ଜେଡିୟୁ, ଚିରାଗ ପାଶ୍ବାନଙ୍କ ନେତୃତ୍ବାଧୀନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ଜିତନ ରାମ ମାଞ୍ଝିଙ୍କ ହାମ୍‌ (ହିନ୍ଦୁସ୍ତାନୀ ଆୱାମି ମୋର୍ଚ୍ଚା‌)ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆର୍‌ଏଲ୍‌ଏମ୍‌  (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା)।

ବିଜେପିଠାରୁ ଅଧିକ ଆସନ‌ରେ ଲଢ଼ିବ ଜେଡିୟୁ;

ଚିରାଗଙ୍କ ପାଇଁ ଖୁସି ଖବର

ଲୋକସଭା ନିର୍ବାଚ‌ନରେ ବିଜେପି ୧୭ ଆସନରେ ନିର୍ବାଚନ ଲଢ଼ିଥିଲା ଏବଂ ଜେଡିୟୁ ୧୬, ଏଲ୍‌ଜେପି  (ଆର୍‌ଭି) ୫, ହାମ୍‌ ଓ ଆର୍‌ଏଲ୍‌ଏମ୍‌ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିଥିଲେ। ସଂସଦୀୟ ନିର୍ବାଚନରେ ବିଜେପି ଜେଡିୟୁଠାରୁ ସାମାନ୍ୟ ଅଧିକ ଗୋ‌ଟିଏ ଆସନରେ ନିର୍ବାଚନ ଲଢ଼ିଥିଲା।  ‌ତେବେ ବିଧାନସଭା ନିର୍ବାଚନରେ ଜେଡିୟୁ ବିଜେପିଠାରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ ବୋଲି ଆଶା କରାଯାଉଛି।  ମିଳିଥିବା ସୂଚନାନୁଯାୟୀ ୨୪୩ ବିଧାନସଭା ଆସନରୁ ଜେଡିୟୁ ୧୦୨ରୁ ୧୦୩ ଆସନରେ ନିର୍ବାଚନ ଲଢ଼ିପାରେ, ବିଜେପି ୧୦୧-୧୦୨ ଆସନରେ ନିର୍ବାଚନ ଲଢ଼ିବ। ବାକି ୪୦ ଆସନ ଚିରାଗ ପାଶ୍ବାନଙ୍କ ଏଲ୍‌ଜେପି, ହାମ୍‌ ଏବଂ ଆରଏଲଏମ୍‌ ମଧ୍ୟରେ ବଣ୍ଟ‌ାଯିବ।  ତେବେ ଚିରାଗ ପାଶ୍ବାନଙ୍କ ଦଳ ୨୫ରୁ ୨୮ ଆସନରେ ନିର୍ବା

Thanks for reading: ବିହାର ନିର୍ବାଚନ: ଆସନ ବୁଝାମଣା ଖୁବ୍‌ଶୀଘ୍ର!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.