ମିଶନହସ୍ପିଟାଲ ନର୍ସିଂସୁପରିଟେଡେଣ୍ଟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 


ଖରିଆର :ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ ର ନର୍ସିଂସୁପରିଟେଡେଣ୍ଟ ଖିଷ୍ଟ ସେନାପତି ହସ୍ପିଟାଲ ପରିସରରେ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଡ଼ାକ୍ତର ଅଜିତ ସିଂ, ଡାକ୍ତର ନୀତିଶ ସହ ଅନେକ ଡାକ୍ତର ନର୍ସ ଓ ଷ୍ଟାପ ପ୍ରମୁଖ ଉପସ୍ଥିତ ଥିଲେ । ହସ୍ପିଟାଲ ପ୍ରତି ତାଙ୍କର କର୍ତଵ୍ୟ ନିଷ୍ଠା ବିଷୟରେ ତାଙ୍କର ବକ୍ତ୍ୟବ୍ୟ ରଖିଥିଲେ ।

ବଙ୍ଗୋମୁଣ୍ଡା ରୁ ଅମରେନ୍ଦ୍ର ନନ୍ଦ ଙ୍କ ରିପୋର୍ଟ ନ୍ୟୁଜ X ଓଡ଼ିଶା

Thanks for reading: ମିଶନହସ୍ପିଟାଲ ନର୍ସିଂସୁପରିଟେଡେଣ୍ଟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ , Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.