କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡ଼ାକ୍ତରଖାନା ରେ ଭୁଲ୍ ସୁଜା ନେଇଗଲା ୬ ଜଣଙ୍କର ଜୀବନ ।

Simhanaad

 


କୋରାପୁଟ;୦୪/୦୬ (ନ୍ୟୁଜ X ଓଡିଶା) ଭୁଲ୍ ସୁନା ନେଲା ୬ ରୋଗୀ ର ଜୀବନ । ଘଟଣା ଘଟିଛେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେନ୍‌ ଓ ଡାକ୍ତରଖାନା ରେ । ଗଲା କାଲି ରାତି ୫ ଜଣଙ୍କର ଜୀବନ ଯାଇଥିବାର ବେଲକେ ଆଜି ସକାଲୁ ଯାଇଛେ ଆଉ ନଣଙ୍କର ଜୀବନ । ସେଥ୍‌ର ଭିତରୁ ଆଇ ସିୟୁ ରେ ଥିବାର ୩ ରୋଗୀ ର ମୃତ୍ୟୁ ହେଇଥିବାର ବେଲକେ ୱାଡ଼ ରେ ଥିବାର ୨ ଟା ରୋଗୀ ଙ୍କର ମୃତ୍ୟୁ ହେଇଛେ । ନର୍ସ ଭୁଲ୍ ସୁନା ଦେବାର ନୁ ତାକର୍ ରୋଗୀ ଙ୍କର ଜୀବନ ଯାଇଥିବାର ଅଭିଯୋଗ ଆନଲେ ପରିବାର ଲୋକେ । ମୃତ୍ୟୁ ହେଇଥିବାର ସବୁ ରୋଗୀ କେ ଶବ ବ୍ୟବଚ୍ଛେଦ ଲାଗି ପଠେଇ ଦିଆ ଯାଇଛେ । ଡାକ୍ତରଖାନା ରେ ରୋଗୀ ଙ୍କର ପରିବାର ଲୋକ ର ହୋହାଲ୍ଲା ଦେଖ୍ ଟାଉନ୍ ଥାନା ପୋଲିସ ମୁତୟନ କରାଯାଇଛେ । କୋରାପୁଟ, କଳାହାଣ୍ଡି, ସେମିଲଗୁଡ଼ା ଏନ୍ତା ଅନେକ ଅଞ୍ଚଳ ରୁ ରୋଗୀ ଚିକିତ୍ସିତ ହଉଥିଲେ । ଆଇ ସୀୟୁ ରେ ଅପରେ ସନ ପରେ ରୋଗୀ ଠିକ ଥିଲେ କିନ୍ତୁ ସୁନା ଦେବାର ୧୫ ମିନିଟ୍ ଉତାରୁ ସବୁ ରୋଗୀ ଙ୍କର ମୃତ୍ୟୁ ହେଇଥିବାର ଅଭିଯୋଗ କଲେ ପରିବାର ଲୋକେ । ରାତି ଦାୟିତ୍ଵ ରେ ବାର କର୍ମଚାରୀ ଭୁଲ୍ ସୁପା ଦେଇଥିବାର ଅଭିଯୋଗ କରୁଛନ ପରିବାର ଲୋକ । ୱାଡ଼ ରେ ବାର ରୋଗୀ ଙ୍କର ମୃତ୍ୟୁ କେନ୍ତା ହେଲା ଜଣାନାଇପଡ଼ି କିନ୍ତୁ ଆଇ ସିୟୁ ରେ ବାର ରୋଗୀ ଙ୍କର ଆସିଛେ ଅଭିଯୋଗ । ଏତେ ବଡ଼ ଘଟଣା ଘଟିଲା ପରେ ବି ନାଇ ଖୁଲବାର ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କର ମୁହୁ । ବାରମ୍ବାର ଅଭିଯୋଗ ଆସୁଛେ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନା ନାଁରେ କିନ୍ତୁ ନିଆନାଇ ଯିବାର କିଛି ପଦକ୍ଷେପ । ହନ୍ତସନ୍ତ ହଉଛନ ସାଧାରଣ ଲୋକେ ।

Thanks for reading: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡ଼ାକ୍ତରଖାନା ରେ ଭୁଲ୍ ସୁଜା ନେଇଗଲା ୬ ଜଣଙ୍କର ଜୀବନ ।, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.